www.samajalive.in
Monday, December 8, 2025
20.1 C
Bhubaneswar

ଏଡିଆର୍ ରିପୋର୍ଟରେ ବାପ-ପୁଅ ଧନୀ ପ୍ରାର୍ଥୀ

ଭୁବନେଶ୍ୱର : ଚତୁର୍ଥ ପର୍ୟ୍ୟାୟ ତଥା ରାଜ୍ୟ ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନରେ ୧୭ ଜଣ କୋଟିପତି ପ୍ରାର୍ଥୀ ରହିଥିବା ଜଣାପଡିଛି । ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୫୨ ଜଣ କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ ଶୀର୍ଷରେ ରହିଛନ୍ତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ।

ବାଲେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ସେ ୧୦୪ କୋଟି ଟଙ୍କାର ଅଧିକାରୀ ବୋଲି ଜଣାପଡିଛି । ସେହିପରି ବାଲେଶ୍ୱରର ବିଜେଡ଼ି ଲୋକସଭା ପ୍ରାର୍ଥୀ ରବିନ୍ଦ୍ର ଜେନା ଦ୍ବିତୀୟ ସ୍ଥାନରେ ଏବଂ କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି । ରବିନ୍ଦ୍ର ଜେନାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭୨ କୋଟି ଟଙ୍କା ହୋଇଥିବା ବେଳେ ବୈଜୟନ୍ତ ପଣ୍ଡା ୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି ।

- Advertisement -

୬୦ କୋଟି ଟଙ୍କାର ସମ୍ପତ୍ତି ସହିତ ପିସିସି ସଭାପତି ନିରଞ୍ଜନ ଧନୀ ବିଧାନସଭା ପ୍ରାର୍ଥୀ ବିବେଚିତ ହୋଇଥିବା ବେଳେ ଚିରଞ୍ଜିବୀ ବିଶ୍ୱାଳ ୩୩ କୋଟି ଓ ପ୍ରଣବ ବଳବନ୍ତରାୟ ୧୭ କୋଟି ମୂଲ୍ୟ ସମ୍ପତ୍ତିର ସମ୍ପତ୍ତି ସହିତ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories