www.samajalive.in
Friday, December 5, 2025
26.1 C
Bhubaneswar

ଗୁଜରାଟରେ ହେବ ୨୦ ଏକର ସିନ୍ଦୂର ବନ

ଭୁଜ: ଅପରେସନ ସିନ୍ଦୂରର ସଫଳତା ପାଇଁ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ୨୦ ଏକର ଜଙ୍ଗଲ ଜମିରେ ସିନ୍ଦୂର ବନ ତିଆରି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଭୁଜର ଉପକଣ୍ଠ ମୀର୍ଜାପୁରରେ ଏହି ବନ ତିଆରି ହେବ। ଯାହା ଭୁଜ-ମାଣ୍ଡଭି ରାସ୍ତାରେ ଅବସ୍ଥିତ। ଏହି ପ୍ରକଳ୍ପ ସମ୍ପର୍କରେ କଚ୍ଛ ଜିଲାପାଳ ଆନନ୍ଦ ପଟେଲ ବୁଧବାର ଘୋଷଣା କରିଛନ୍ତି। ସିନ୍ଦୂର ବଣରେ ୩୫ ପ୍ରକାରର ଚାରାରୋପଣ କରାଯିବ। ଏହାମଧ୍ୟରେ ସିନ୍ଦୂର ଚାରା ପ୍ରମୁଖ ସ୍ଥାନ ନେବ। ମୁଖ୍ୟ ବନ ସଂରକ୍ଷକ (ସିସିଏଫ୍‌) ସନ୍ଦୀପ କୁମାର କହିଛନ୍ତି ଯେ ବର୍ଡର ଆଉଟପୋଷ୍ଟ ଥିବା ସ୍ଥାନରେ ମଧ୍ୟର ସିନ୍ଦୂର ଚାରା ରୋପଣ କରାଯିବ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories