www.samajalive.in
Monday, December 8, 2025
24.1 C
Bhubaneswar

ବଜେଟ ପୂର୍ବରୁ ସେନ୍‌ସେକ୍ସ ୪୦ ହଜାର ଛୁଇଁଲା

ନୂଆଦିଲ୍ଲୀ: ଗୁରୁବାର ପୂର୍ବାହ୍ନ ୧୧ଟାରେ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରି​‌ବେ। ତେବେ ଏହାର ଅବ୍ୟବହିତ ପୂର୍ବରୁ ଶେୟାର ବଜାର ସରଗରମ ରହିଛି। ଶେୟାର ବଜାରର ସେନ୍‌ସେକ୍ସ ୪୦ ହଜାର ଛୁଇଁଛି। ଜୁନ ୧୧ ପରେ ପ୍ରଥମ ଥର ପାଇଁ ସେନ୍‌ସେକ୍ସ ୪୦ ହଜାର ଛୁଇଁଛି। ସେହିପରି ନିଫ୍‌ଟିରେ ମଧ୍ୟ ରେକର୍ଡ ପରିମାଣର ବୃଦ୍ଧି ଘଟି ୧୨ ହଜାର ଛୁଇଁଛି। ବଜେଟ ପରେ ଏହା ଅଧିକ ବଢ଼ିପାରେ​‌ ବୋଲି ଅର୍ଥନୀତି ବିଶାରଦମାନେ ଆଶା ବ୍ୟକ୍ତ କରିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories