ମଣ୍ଡି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଯିଏ ଅଙ୍ଗୁଳି ଉଠାଇବ ତାର ହାତକୁ କାଟି ଦିଆଯିବ। ଏଭଳି ଚେୁତାବନୀ ଶୁଣାଇଛନ୍ତି ହିମାଚଳପ୍ରଦେଶ ବିଜେପି ସଭାପତି ସତ୍ପାଲ ସିଂହ ସତ୍ତି। ମଣ୍ଡିଠାରେ ଏକ ସଭାକୁ ଉଦ୍ବୋଧନ ଦେଲାବେଳେ ଏଭଳି କହିଛନ୍ତି। ଗତ ସପ୍ତାହରେ ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ନିର୍ବାଚନ ଆୟୋଗଙ୍କଠାରୁ ନୋଟିସ ପାଇଥିଲେ।
Popular Categories



