ନୂଆଦିଲ୍ଲୀ : ହାଇଦ୍ରାବାଦରେ ଏକ ଘରୋଇ ସ୍କୁଲ୍ର ଫି’କୁ ନେଇ ସୋସିଆଲ ମିଡିଆରେ ଏପରି କିଛି ଭାଇରାଲ୍ ହୋଇଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଯାହାର ନର୍ସରୀ କ୍ଲାସର ବାର୍ଷିକ ଫି’ ୨,୫୧,୦୦୦ ବୋଲି ଦର୍ଶା ଯାଇଛି । ଏହି ସ୍କୁଲ୍ ଫି’କୁ ଏକ୍ସରେ ଶେୟାର କରାଯାଇଛି । ସେଥିରେ ଲେଖାଯାଇଛି, ଏବିସିଡି ଶିଖିବା ପାଇଁ ୨୧,୦୦୦ ପ୍ରତି ମାସରେ ଦେବାକୁ ପଡିବ ।
Class- Nursery
Fees – Rs 2,51,000/-Now, learning ABCD will cost you Rs 21,000 per month.
What are these schools even teaching to justify such a ridiculously high fee? pic.twitter.com/DkWOVC28Qs
— Anuradha Tiwari (@talk2anuradha) July 30, 2025
ସ୍କୁଲ୍ ଫି’ ତାଲିକା ଅନୁଯାୟୀ, ପ୍ରି-ପ୍ରାଇମେରୀ । ଓ ।। ର ଫି’ ୨,୪୨,୭୦୦ ବାର୍ଷିକ ହୋଇଥିବା ବେଳେ ପ୍ରଥମ ଓ ୨ୟ ଶ୍ରେଣୀ ପାଇଁ ଫି’ ୨,୯୧,୪୬୦ ଟଙ୍କା ରହିଛି । ଏହି ପୋଷ୍ଟ ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଆରମ୍ଭ ହେଲା ଅଗଷ୍ଟ.. ମେଷ ଠାରୁ ମୀନ : ଜାଣନ୍ତୁ କିଏ ହେବେ ଧନୀ, କାହାର ଖୋଲିବ ଭାଗ୍ୟ, ମିଳିବ ଚାକିରି..



