www.samajalive.in
Sunday, December 14, 2025
14.1 C
Bhubaneswar

ବର୍ଷା ପର ରାସ୍ତା ସ୍ଥିତି ପରଖିଲେ ପୌରାଧ୍ୟକ୍ଷା

ଚୌଦ୍ୱାର  : ଗତ ୧୫ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଚୌଦ୍ୱାର ପୌରପାଳିକାର ବିଭିନ୍ନ ୱାର୍ଡ଼ରେ ରାସ୍ତା ସବୁ ଭାଙ୍ଗିରୁଜି ଯିବା ସହିତ ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ଉପରେ ଲାଗାତାର ଭାବେ ବର୍ଷା ଜଳ ନିଷ୍କାସନ ହେବା ଫଳରେ କିଛି ରାସ୍ତା ଧୋଇ ହୋଇ ଯାଇଥିବା ବେଳେ କିଛି ରାସ୍ତା ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଛି। ଫଳରେ ସାଧାରଣ ଯାତାୟତରେ ଘୋର ବାଧା ସୃଷ୍ଠି ହେଉଥିବା ବିଭିନ୍ନ ୱାର୍ଡ଼ର ଅଧିବାସୀ ପୌରପାଳିକାରେ ଅଭିଯୋଗ କରିଛନ୍ତି। ଅବସ୍ଥାକୁୁ ହୃଦୟଙ୍ଗମ କରି ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ପୌର କର୍ମଚାରୀ ଓ ବିଭିନ୍ନ ୱାର୍ଡର କାଉନସିଲରଙ୍କୁ ସାଥିରେ ନେଇ ରାସ୍ତା ଅବସ୍ଥା ବୁଲି ଦେଖିବା ସହ ରାସ୍ତା ଗୁଡ଼ିକର ତୁରନ୍ତ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories