www.samajalive.in
Friday, December 5, 2025
27.1 C
Bhubaneswar

ରାଷ୍ଟ୍ରୀୟ ଲୋକ ଦଳର ରାଜ୍ୟ ଅଧ୍ୟକ୍ଷ ହେଲେ ଜିତେନ୍ଦ୍ର କୁମାର ହାତୀ

ଭୁବନେଶ୍ଵର: ଯୁବ ନେତା ତଥା ସମାଜସେବୀ ଜିତେନ୍ଦ୍ର କୁମାର ହାତୀ ରାଷ୍ଟ୍ରୀୟ ଲୋକ ଦଳର ରାଜ୍ୟ ଅଧ୍ୟକ୍ଷ ହୋଇଛନ୍ତି। ରାଷ୍ଟ୍ରୀୟ ଲୋକ ଦଳର ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ଅର୍ଗାନାଇଜେସନ୍‌ ତ୍ରିଲୋକ ତ୍ୟାଗୀ ଓଡ଼ିଶା ଆସି ରବିବାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଓଡ଼ିଶା ଅଧ୍ୟକ୍ଷ ଦାୟିତ୍ୱ ବହନ କରିବା ପାଇଁ ଜିତେନ୍ଦ୍ରଙ୍କ ନାମ ଘୋଷଣା କରିଛନ୍ତି।

ପ୍ରଥମ ଥର ପାଇଁ ଓଡ଼ିଶାରେ ରାଷ୍ଟ୍ରୀୟ ଲୋକ ଦଳ ନିଜ ସଂଗଠନ ଆରମ୍ଭ କରିବାକୁ ଯାଉଛି। ଆଗାମୀ ଦିନରେ ଓଡ଼ିଶାର ଚାଷୀ ସମସ୍ୟା, ମହିଳା ସଶକ୍ତିକରଣ, ପାନୀୟ ଜଳ ସମସ୍ୟାଠାରୁ ଆରମ୍ଭ କରି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବେକାରୀ ସମସ୍ୟା କଥା ଉଠାଇବ ଆରଏଲଡି। ଏହାସହ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ମଧ୍ୟ ଆର୍‌ଏଲ୍‌ଡି ଭାଗ ନେବ ବୋଲି କହିଛନ୍ତି ତ୍ରିଲୋକ ତ୍ୟାଗୀ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories