www.samajalive.in
Sunday, December 7, 2025
26.1 C
Bhubaneswar

ବିଜ୍ଞାପନରେ ଭଗବାନ ଗଣେଶଙ୍କୁ ହାତୀ ସମ୍ବୋଧନ, କ୍ଷମା ମାଗିଲା ଟ୍ରମ୍ପଙ୍କ ଦଳ

ହୋଷ୍ଟନ : ଏକ ଖବରକାଗଜ ବିଜ୍ଞାପନରେ ଭଗବାନ ଗଣେଶଙ୍କୁ ହାତୀ ବୋଲି ସମ୍ବୋଧନ କରି ଆମେରିକାର ଶାସକ ଦଳ ରିପବ୍ଲିକାନ ପାର୍ଟି ସମାଲୋଚନାର ସରବ୍ୟ ହେବା ପରେ ହିନ୍ଦୁଙ୍କ ନିକଟରେ କ୍ଷମା ମାଗିଛି।
ଉଲ୍ଲେଖ ଯୋଗ୍ୟ ଯେ ଆମେରିକାର ସଂଖ୍ୟାଲଘୁ ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସକ ରପବ୍ଲିକାନ ପାର୍ଟର୍ି ପକ୍ଷରୁ ଗଶେଶ ଚତୁର୍ଥୀରେ ଏଭ ଭାରତୀୟ-ଆମେରିକୀୟ ଖବରକାଗଜରେ ଭଗବାନ ଗଣେଶଙ୍କ ଚିତ୍ର ସମ୍ବଳିତ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ କାହାକୁ ପୁଜା କରିବ ଗଧ ନା ହାତୀ, ଚୟନ ଆପଣଙ୍କର ବୋଲି ଲେଖାଯାଇଥିଲା। ହିନ୍ଦୁ ଆମେରିକୀୟ ସଂଗଠନ (ଏଚ୍‍ଏଏଫ) ଏହି ରାଜନୈତିକ ବିଜ୍ଞାପନକୁ ଅପମାନଜନକ କହି ଘୋର ବିରୋଧ କରିଥିଲା। ଫଳରେ ଆମେରିକାର ଶାସକ ଦଳ ରପବ୍ଲିକାନ ପାର୍ଟି ଏନେଇ ସ୍ପଷ୍ଟୀକରଣ ଦେବା ସହ କ୍ଷମା ମାଗିଛି। ଦଳ ପକ୍ଷରୁ କୁହାଯାଇଛି ଯେ ହିନ୍ଦୁ ପ୍ରଥା ଓ ପରମ୍ପରାକୁ ଅପମାନ କରିବା ପାଇଁ ଏହା ଉଦ୍ଧିଷ୍ଟ ନ ଥିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories