www.samajalive.in
Saturday, December 6, 2025
26.1 C
Bhubaneswar

ରେପୋରେଟ୍‍ ବଢାଇଲା ଆରବିଆଇ ; ୫.୪୦ ପ୍ରତିଶତରେ ପହଞ୍ଚିଲା ରେପୋରେଟ୍‍

ନୂଆଦିଲ୍ଲୀ : ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ଏକ ବଡ ପଦକ୍ଷେପ ନେଇଥିବା ନେଇ ଆଜି ସୂଚନା ମିଳିଛି। ପ୍ରାୟ ୫୦ ବେସିସ୍‍ ପଏଣ୍ଟ ରେପୋରେଟ୍‍ ବଢାଇଲା ରିଜର୍ଭ ବ୍ୟାଙ୍କ। ରେପୋଟ୍‍ ବର୍ତ୍ତମାନ ୫.୪୦ ପ୍ରତିଶତରେ ପହଞ୍ଚିଲା। ରେପୋ ରେଟ୍‍ ବଢିବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ। ଗତ ୪ ମାସ ମଧ୍ୟରେ ରେପୋରେଟ୍‍ ୧.୪ ପ୍ରତିଶତ ବଢିଲାଣି। ଜୁନ୍‍ ମାସରେ ମୁଦ୍ରାସ୍ପିତି ୭ ପ୍ରତିଶତ ଥିଲା।
ଆରବିଆଇର ଏହି ନିଷ୍ପତ୍ତି ପରେ ରେପୋରେଟ୍‍ ୪.୯ ପ୍ରତିଶତରୁ ୫.୪୦ ପ୍ରତିଶତରେ ପହଞ୍ଚିଛି। ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।

 

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories