ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କର ବଡ ପଦକ୍ଷେପ..୫୦ ବେସିସ୍ ପଏଣ୍ଟ ରେପୋ ରେଟ୍ ବଢାଇଲା ରିଜର୍ଭ ବ୍ୟାଙ୍କ .. ରେପୋ ରେଟ୍ ବଢିବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ
ସୋରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ .. ଜଳିଗଲା ଏକାଧିକ ଦୋକାନ.. କୋଟିଏ ଟଙ୍କା ସମ୍ପତ୍ତି ପୋଡି ପାଉଁଶ
ଭୁବନେଶ୍ୱର : ଓଡିଶାରେ କରୋନା .. ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୮୩୬ ନୂଆ ସଂକ୍ରମିତ,ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୬୯,ସଙ୍ଗରୋଧରୁ ୪୮୮,ସ୍ଥାନୀୟ ୩୪୮..ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୬ ହଜାର ୧୮୧
ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୨୦ ହଜାର ୫୫୧ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତ ହେଲେ ୪,୪୧,୦୭,୫୮୮.. ୨୪ ଘଣ୍ଟାରେ ୨୧,୫୯୫ ଆକ୍ରାନ୍ତ ସୁସ୍ଥ ; ଆରୋଗ୍ୟ ହାର ୯୮.୫୦%
ଆଠଗଡ ଥାନା କନ୍ଦରପୁର ଗାଁର ଏକ କୁକୁଡା ଫାର୍ମ ନିକଟରୁ ଯୁବକଙ୍କୁ ମୃତଦେହ ଉଦ୍ଧାର ହତ୍ୟା ଅଭିଯୋଗ ଆଣିଲେ ପରିବାର ଓ ସ୍ଥାନୀୟ ଲୋକେ
ଧର୍ମଗଡ : ଭାରସାମ୍ୟ ହରାଇ ଭ୍ୟାନ ଓଲଟି ୪୦ ରୁ ଅଧିକ ଶ୍ରମିକ ଆହତ..ବିଜୁ ଏକ୍ସପ୍ରେସ ୱେ’ ପିପଲା ନିକଟରେ ଘଟିଛି ଦୁର୍ଘଟଣା



