www.samajalive.in
Friday, December 5, 2025
27.1 C
Bhubaneswar

ବାଇଗଣୀ ରଙ୍ଗର ବିଲାତି, କର୍କଟରୋଧୀ ସହ ବଢାଇଥାଏ ରୋଗପ୍ରତିରୋଧକ ଶକ୍ତି

ଡେସ୍କ: ଏକ ନୂତନ ଜେନେଟିକ୍ ରୂପାନ୍ତରିତ ବାଇଗଣୀ ବିଲାତି ବର୍ତ୍ତମାନ ଆମେରିକା ବଜାରରେ ବିକ୍ରି ପାଇଁ ଉପଲବ୍ଧ। ଏଭଳି ରଙ୍ଗିନ୍ ବିଲାତି ସୃଷ୍ଟି କରିବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ତାଲିମ ପ୍ରାପ୍ତ ବାୟୋକେମିଷ୍ଟ କ୍ୟାଥି ମାର୍ଟିନ୍। ଏକ ଫୁଲରୁ ଜିନ୍ ନେଇ ଏହି ବାଇଗଣୀ ବିଲାତି ବିକାଶ କରିବାରେ ତାଙ୍କୁ କୋଡିଏ ବର୍ଷ ସମୟ ଲାଗିଲା। ଆଣ୍ଟୋସିୟାନିନରେ ଭରପୂର ଏହି ବିଲାତି ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ କର୍କଟରୋଧୀ ଭାବେ ଶକ୍ତି ଯୋଗାଇଥାଏ। ଥଣ୍ଡା ଜଳବାୟୁରେ ଭଲଭାବେ ବଢ଼ିପାରୁଥିବା ବାଇଗଣୀ ବିଲାତିକୁ କଞ୍ଚା ଖାଇଲେ ଦେହ ପାଇଁ ହିତକାରୀ ବୋଲି କହିଛନ୍ତି କ୍ୟାଥି। ପ୍ରଥମେ ଆମେରିକା, ପରେ ୟୁରୋପ ବଜାରରେ ଏହି ବିଲାତି ବିକ୍ରି କରାଯିବାକୁ ସ୍ଥିର ହୋଇଛି।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories