ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରଶାସନ ଫାଇଲ ହଜାଇ ଦେଲା ଆଇନ ବିଭାଗ। ଜେଟିଏର ଦୁଇଟି ଫାଇଲ ଖୋଜି ପାଉନି ଆଇନ ବିଭାଗ। ହଜି ଯାଇଥିବା ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି। ହାଇକୋର୍ଟରେ ଜବାବ ଦାଖଲ କରିବାକୁ ଥିବାରୁ ଅକଳରେ ବିଭାଗ ପଡ଼ିଛି। ହଜି ଯାଇଥିବା ଫାଇଲ ପାଉନଥିବାରୁ ଅକଳରେ ପଡ଼ିଛି ଆଇନ ବିଭାଗ। ହଜି ଯାଇଥିବା ଫାଇଲ ଖୋଜିବା ପାଇଁ ଆଇନ ବିଭାଗ ପକ୍ଷରୁ ସବୁ ସେକ୍ସନକୁ ବିଭାଗୀୟ ଅନୁସଚିବ ଚିଠି ଲେଖିଛନ୍ତି। ହଜି ଯାଇଥିବା ଫାଇଲ ଖୋଜିବାକୁ ଅନୁସଚିବ ଚିଠି ଲେଖିଛନ୍ତି। ହଜି ଯାଇଥିବା ଫାଇଲ ଅଗ୍ରାଧିକାର ଭିତ୍ତିରେ ଖୋଜିବାକୁ ଅନୁସଚିବ ନିର୍ଦେଶ ଦେଇଛନ୍ତି। ଯଦି ଫାଇଲ ନ ମିଳେ ତାହେଲେ ତୁରନ୍ତ ଜଣାଇବାକୁ ନିର୍ଦେଶ ଦେଲେ।
Popular Categories



