www.samajalive.in
Monday, December 8, 2025
24.1 C
Bhubaneswar

ପ୍ରିୟଙ୍କା ରଚିଲେ ଇତିହାସ : ମ୍ୟାଡ଼ାମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇଲା ପ୍ରତିମୂର୍ତ୍ତି

ମୁମ୍ବଇ : ଉଭୟ ବଲିଉଡ଼ ଓ ହଲିଉଡ଼ରେ ଖୁବ୍‍ ସୁନାମ ଅର୍ଜନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ ଆଉ ଏକ ଗୌରବ ହାସଲ କରିଛନ୍ତି। ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି ନ୍ୟୁୟର୍କର ମ୍ୟାଡ଼ାମ ତୁସାଦ ୱାକ୍ସ ମ୍ୟୁଜିୟମରେ ଲଗାଯାଇଛି। ଏହାବ୍ୟତୀତ ଲଣ୍ଡନ, ସିଡ଼୍‍ନୀ, ବ୍ୟାଂକକ୍‍ ଓ ସିଙ୍ଗାପୁରରେ ମଧ୍ୟ ତାଙ୍କ ପ୍ରତିମୂର୍ତ୍ତି ଲଗାଯିବ। ଏହିଭଳି ଭାବେ ସମ୍ପୂର୍ଣ୍ଣ ଦୁନିଆ ମଧ୍ୟରେ ତାଙ୍କର ୬ଟି ମହମ ପ୍ରତିମୂର୍ତ୍ତି ରହିବ। ପ୍ରସିଦ୍ଧ ଗାୟିକା ହ୍ୱିଟନୀ ହାଉସଟ୍‍ନ ପରେ ପ୍ରିୟଙ୍କା ହେଉଛନ୍ତି ସେହି ଦ୍ୱିତୀୟ ୱାର୍ଲ୍ଡ ସେଲିବ୍ରିଟି ଯାହାଙ୍କର ଦୁନିଆରେ ୬ଟି ମହମ ପ୍ରତିମୂର୍ତ୍ତି ଲାଗିବ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories