ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀରେ ୨୦୨୩ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରିବେ। ଭିନ୍ନକ୍ଷମମାନଙ୍କୁ ସେମାନଙ୍କର ସଫଳତା ଏବଂ ସେମାନଙ୍କର ସଶକ୍ତିକରଣ ଦିଗରେ କରାଯାଇଥିବା କାର୍ଯ୍ୟ ପାଇଁ ସେ ପୁରସ୍କାର ପ୍ରଦାନ କରିବେ। ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିନ କରାଯାଉଛି।
Popular Categories



