www.samajalive.in
Monday, December 8, 2025
20.1 C
Bhubaneswar

ମଙ୍ଗଳବାର ହେଉଛି ପ୍ରଦୋଷ ବ୍ରତ, ଜାଣନ୍ତୁ ଏହାର ମହତ୍ତ୍ବ ଓ ବିଧି

ନଭେମ୍ବର ୨୦ ମଙ୍ଗଳବାର ହେଉଛି ପ୍ରଦୋଷ ବ୍ରତ । ଏହି ଦିନ ଭଗବାନ ଶିବଙ୍କ ଉପାସନା କରାଯାଏ । ଏହି ବ୍ରତ ହିନ୍ଦୁ ଧର୍ମର ସବୁଠାରୁ ଶୁଭ ଓ ମହତ୍ତ୍ବପୂର୍ଣ୍ଣ ବ୍ରତ ମଧ୍ୟରୁ ଗୋଟିଏ । ଏହି ଦିନ ଭଗବାନ ଶିବଙ୍କ ପୂଜା କରିବା ଦ୍ବାରା ସମସ୍ତ ପାପ କ୍ଷୟ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି ।

ପ୍ରଦୋଷ ବ୍ରତ ବିଧି

- Advertisement -

ଏହି ଦିନ ସୂର୍ଯ୍ୟ-ଉଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରି ଭଗବାନ ଶ୍ରୀ ଭୋଳାନାଥଙ୍କୁ ସ୍ମରଣ କରନ୍ତୁ ।
ଏହି ବ୍ରତ ପାଳନ କରୁଥିବା ବ୍ୟକ୍ତି ଉପବାସ ରଖନ୍ତୁ ।
ସୂର୍ଯ୍ୟ-ଅସ୍ତ ପୂର୍ବରୁ ସ୍ନାନ ସାରି ଧଳା ବସ୍ତ୍ର ଧାରଣ କରନ୍ତୁ ।
ପୂଜା ସ୍ଥାନରେ ଗଙ୍ଗାଜଳ ପକାଇ ଶୁଦ୍ଧ କରିବା ପରେ ଗୋବରରେ ଲିପି ଏକ ମଣ୍ଡପ ତିଆରି କରନ୍ତୁ ।
ଏହି ମଣ୍ଡପ ଉପରେ ପାଞ୍ଚ ରଙ୍ଗର ମୁରୁଜ ପକାନ୍ତୁ ।
ପ୍ରଦୋଷ ବ୍ରତ ଆରଧନା ସମୟରେ କୁଶ ଆସନ ବ୍ୟବହାର କରନ୍ତୁ ।
ଉତ୍ତା-ପୂର୍ବ ଦିଗକୁ ମୁହଁ କରି ବସନ୍ତୁ ଏବଂ ଭଗବାନ ଶଙ୍କରଙ୍କ ପୂଜା କରନ୍ତୁ ।
ପୂଜା ସମୟରେ ଭଗବାନ ଶିବଙ୍କ ମନ୍ତ୍ର ‘ଓଁ ନମଃ ଶିବାୟ’ ଜପ କରି ଜଳ ଚଢାନ୍ତୁ ।

ସୌଜନ୍ୟ: ଆଜ୍ ତକ୍

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories