www.samajalive.in
Monday, December 8, 2025
13.1 C
Bhubaneswar

ଫିରିଙ୍ଗିଆ ଥାନା ଜାଳିଦେଲେ ଲୋକ

ଡେସ୍କ :  ଫୁଲବାଣୀର ଫିରିଙ୍ଗିଆ ଥାନାରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି । ଗଞ୍ଜେଇ ଚାଲାଣରେ ଲିପ୍ତ ଅଭିଯୋଗ କରି ଲୋକ ଥାନା ଜାଳିଦେଇଛନ୍ତି। ଥାନା ଆଇଆଇସି ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଲୋକେଥାନାରେ ନିଆଁ ଲଗାଇ ଦେଇଛନ୍ତି ।

ଜବତ ଗଞ୍ଜେଇ ଆଇଆଇସି ବିକ୍ରି କରୁଥିବା ନେଇ ଲୋକେ ଅଭିଯୋଗ କରିଥିଲେ । ଏନେଇ ଫୁଲବାଣୀ ଏସପିଙ୍କ ନିକଟରେ ମଧ୍ୟ ଲୋକ ଅଭିଯୋଗ କରିଥିଲେ। ପରେ ଲୋକ ଥାନା ଭିତରେ ପଶି କଲେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଜବତ ଗଞ୍ଜେଇରେ ମଧ୍ୟ ଲୋକ ନିଆଁ ଲଗାଇ ଦେଇଛନ୍ତି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories