ସୁବର୍ଣ୍ଣପୁର: ବିନିକା ଥାନା ସମ୍ମୁଖ ପୋଷ୍ଟ ଅଫିସରୁ ଚୋରି। ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସମ୍ମୁଖରେ ଥିବା ପୋଷ୍ଟ ଅଫିସର ୬ଟି ତାଲା ଭାଙ୍ଗି ସଶସ୍ତ୍ର ଡକାୟତି ହୋଇଛି। ପୋଷ୍ଟ ଅଫିସରେ ସିସି ଟିଭି କ୍ୟାମେରା ନାହିଁ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କେଉଁ ଜିନିଷ ଚୋରି ହୋଇଛି। ତାହା ସଠିକ୍ ଭାବେ ଜଣାପଡିନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



