www.samajalive.in
Wednesday, December 10, 2025
26.1 C
Bhubaneswar

କମିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ : ଅର୍ନ୍ତଜାତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୋମବାରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର କମିଛି । ଇଣ୍ଡିଆନ ଅଏଲ କମ୍ପାନୀ(ଆଇଓସିଏଲ୍) ର କହିବା ମୁତାବକ ଦେଶର ରାଜଧାନୀ ନୂଆଦିଲ୍ଲୀ ଠାରେ ପେଟ୍ରୋଲ ଲିଟର ପିଛା ୭୬.୩୦ ଟଙ୍କା ରହିଛି। ରବିବାର ତୁଳନାରେ ପେଟ୍ରୋଲ ଦରରେ ୭ ପଇସା କମିବା ଦେଖିବାକୁ ମିଳିଛି। ସେହିପରି ପେଟ୍ରୋଲ ଲିଟର ପିଛା ମୁମ୍ବଇରେ ୮୩.୭୫, କୋଲକତାରେ ୭୯.୧୫ ଓ ଚେନ୍ନଇରେ ୭୯.୨୫ ଟଙ୍କା ରହିଛି।
ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ୬୭.୮୯, କୋଲକତାରେ ୭୦.୫୬, ମୁମ୍ବଇରେ ୭୨.୦୭ ଏବଂ ଚେନ୍ନଇ ଠାରେ ୭୧.୭୦ ଟଙ୍କା ରହିଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories