www.samajalive.in
Wednesday, December 10, 2025
26.1 C
Bhubaneswar

ବନବିଭାଗ ପକ୍ଷରୁ ଭୀମକୁଣ୍ଡରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଶୋଭାଯାତ୍ରା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିୁଆ ପଞ୍ଚାୟତ ଘାଟ ବାଲିଯୋଡି ସ୍ଥିତ ଭୀମକୁଣ୍ଡ ଅଞ୍ଚଳକୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ପାଇଁ ପାଟଣା ବନବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଧାର, ପାଟଣା ବନପାଳ ପିଅନ ନାଏକ, ସାହାରପଡା ବନପାଳ ଭୂପତି କୁମାର ସେଠୀ, ବନରକ୍ଷୀ ଦେବଯାନୀ ମହାନ୍ତଙ୍କ ସହ କାଳିଜାଇର ବନସୁରକ୍ଷା ସମିତିର ପ୍ରଦୀପ ନାଏକ, ଷଡଙ୍ଗବାହାଳୀ ଭିଏସଏସରୁ ଜିତେନ୍ଦ୍ର ମୁଣ୍ଡା, ପ୍ରସନ୍ନ ମହାନ୍ତ, ବଣମହୁଲଡିଆର ଜଗନ୍ନାଥ ସେଠୀ ଓ ପରୀକ୍ଷିତ ମହାନ୍ତ, ଜାମୁଳେଇବେଡାର ଡମ୍ବୁରୁଧର ମହାନ୍ତ , ତଣ୍ଡୋ ଭିଏସଏସ ପ୍ରହଲ୍ଲାଦ ପଲେଇ ଓ ବେଣୁଧର ବାରିକ, ଡୁମୁରିଆ ର ଗୌରହରି ନାଏକ, ପିଛୁଳାବେଡାର ପ୍ରତାପ ମହାକୁଡ, ଘାଟବାଲିଯୋଡିର ଖଗେଶ୍ୱର ମହାନ୍ତଙ୍କ ସହ ୨ଟି ସ୍ଵଂୟ ସହାୟକା ଗୋଷ୍ଠିର ମହିଳା ସାମିଲ ହୋଇ ଭୀମକୁଣ୍ଡରେ ଆବର୍ଜନା ସଫା କରିବା ସହ ଅଞ୍ଚଳରେ ସଚେତନତା ଶୋଭାଯାତ୍ରା କରିଥିଲେ ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories