ପାଟଣା : ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ପାଳନ କରାଯାଇଛି। ପାଟଣା ବିଡିଓ ଙ୍କ କାର୍ଯ୍ୟାଳୟ ସହ ଆଭାସି କାର୍ଯ୍ୟକ୍ରମ ଜରିଆରେ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ଅଗ୍ନିଶମ କେନ୍ଦ୍ର ଅଧିକାରୀ ମନୋରଞ୍ଜନ ମହାନ୍ତ , ମୁଖ୍ୟ ଅଗ୍ନିକ ଚାନ୍ଦରାଏ ସୋରେନ, ସୁଶାନ୍ତ ନାୟକ , ଅରୁଣ କୁମାର ରାଉତ , ଯତୀନ୍ଦ୍ର ଭୋଇ ପ୍ରମୁଖ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
Popular Categories



