www.samajalive.in
Saturday, December 6, 2025
19.1 C
Bhubaneswar

ରାତିରେ ସମ୍ପର୍କୀୟଙ୍କ ବିଲରୁ ଧାନ ଚୋରି କରୁଥିବା ସମୟରେ ଧରାପଡିଥିବା ଚୋରର ଏ ଅବସ୍ଥା

ପାଟଣା- କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ଅନ୍ତର୍ଗତ ଧାନବେଣୀ ଗ୍ରାମରେ ଚାଷ ଜମିରୁ ଧାନ ବିଡା ରାତିରେ ଚୋରି ହେଉଥିଲା । ଧାନ ଚୋରି କିଏ କରୁଛି ଗ୍ରାମବାସୀ ମାନେ ଜାଣି ପାରୁନଥିଲେ । ଏନେଇ ଗ୍ରାମବାସୀ ସୋମବାର ରାତି ସମୟରେ ଜଗିବସି ଥିବାବେଳେ ଧାନ ଚୋରି କରୁଥିବା ଚୋରକୁ କାବୁ କରିଥିଲେ।

ଗ୍ରାମବାସୀ ମାନେ ତୁରନ୍ତ ପାଟଣା ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପାଟଣା ପୁଲିସ୍ ପହଂଚି ଉତ୍ତମ ମଧ୍ୟମ ଖାଇଥିବା ଚୋରକୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚୋର ଜଣକ ନିଜର ସମ୍ପର୍କୀୟ ହୋଇଥିବାରୁ କେହି ମାମଲା ଦାୟର କରିନଥିଲେ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories