ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ପଞ୍ଚାୟତ ଶ୍ୟାମସୁନ୍ଦରପୁର ନିକଟରେ ରାସ୍ତା ଉପରେ ଏକ ଶୁଖିଲା ତେନ୍ତୁଳି ଗଛ ଉପୁଡ଼ି ପଡ଼ିଥିବାରୁ କେନ୍ଦେଇପଶି – କେନ୍ଦୁଝର ରାସ୍ତା ଅବରୋଧ ହୋଇଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତ ଙ୍କ ନେତୃତ୍ୱ ରେ କର୍ମଚାରୀ ମାନେ ରାସ୍ତାରେ ପଡ଼ିଥିବା ଗଛଟିକୁ କାଟି ରାସ୍ତା ସଫା କରିଛନ୍ତି। ଯାହାଫଳରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି।
Popular Categories



