www.samajalive.in
Friday, December 12, 2025
17.1 C
Bhubaneswar

ମଇ ୧୫ ପରେ ନ୍ୟୁୟର୍କରୁ ଆଂଶିକ ହଟିବ ତାଲାବନ୍ଦ

ନ୍ୟୁୟର୍କ : ମଇ ୧୫ ପରେ ନ୍ୟୁୟର୍କରୁ ତାଲାବନ୍ଦ ଆଂଶିକ ପ୍ରତ୍ୟାହାର ହେବ ବୋଲି କହିଛନ୍ତି ସେଠାକାର ଗଭର୍ଣ୍ଣର ଆଣ୍ଡ୍ର୍ୟୁ କୁମୋ । ଆମେରିକାରେ ସର୍ବାଧିକ କରୋନା ସଂକ୍ରମିତ ଅଞ୍ଚଳ ଭାବେ ପରିଚିତ ଏହି ପ୍ରଦେଶରେ ପ୍ରାୟ ୧୭ହଜାର ଲୋକଙ୍କ ପ୍ରାଣହାନି ଘଟିଛି। ମଇ ୧୫ ପରେ ଏହାର ଉତ୍ତରାଞ୍ଚଳରେ ପ୍ରଥମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କୁମୋ କହିଛନ୍ତି। ପରବର୍ତ୍ତୀ ସମୟରେ ଦେଶର ସର୍ବାଧିକ ପ୍ରଭାବିତ ନ୍ୟୁୟର୍କ ମହାନଗରୀ ସମେତ ନ୍ୟୁଜର୍ସିରେ ତାଲାବନ୍ଦ କୋହଳ କରାଯିବା ସମ୍ପର୍କରେ ବିଚାର କରାଯିବ ବୋଲି ଜଣେ ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories