www.samajalive.in
Saturday, December 6, 2025
19.1 C
Bhubaneswar

ପାକିସ୍ତାନର ବଡ ଯୋଜନା ବିଫଳ- କରୁଥିଲା ଏମିତି

ନୂଆଦିଲ୍ଲୀ – ପାକିସ୍ତାନର ଏକ ବଡ ଯୋଜନା ବିଫଳ ହୋଇଯାଇଛି । ମେ ୮ ତାରିଖ ରାତିରେ ପାକିସ୍ତାନ ପକ୍ଷରୁ ଭାରତର ପଶ୍ଚିମ ଓ ଏବଂ ଉତ୍ତର ସୀମାନ୍ତରେ ଥିବା ରାଜ୍ୟ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଇଥିଲା । ଏଥିପାଇଁ ପାକିସ୍ତାନ ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରୁଥିଲା । ଏହି ଡ୍ରୋନମାନଙ୍କରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା । ମାତ୍ର ପାକିସ୍ତାନ ଏକ ଚାଲ୍‌ ଖେଳିଥିଲା । ଯାହା ବିଫଳ ହୋଇଯାଇଥିବା କଥା ଭାରତ ବୈଦୈଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ମାର୍ଚ୍ଚ ଆଠ ତାରିଖ ରାତିରେ ପାକିସ୍ତାନ ଭାରତ ଉପରେ ଯେଉଁ ଆକ୍ରମଣ କରିଥିଲା । ସେଥିରେ ତୁର୍କୀର ଆସିଗର୍ଡ ସୋନ୍‌ଗାର ଡ୍ରୋନ୍‌ ବ୍ୟବହାର କରିଥିଲା । ଏହା ସାଧାରଣତଃ ଅନ୍ୟ ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯାଇଥାଏ ।

- Advertisement -

ଏହି ଡ୍ରୋନ୍‌ ପଠାଇ ପାକିସ୍ତାନ ବିଭିନ୍ନ ତଥ୍ୟ ଏବଂ ଭାରତୀୟ ସୈନ୍ଯ ଗତିବିଦ୍ଧି ଜାଣିବା ପାଇଁ ଉଦ୍ୟମ କରିଥିଲା । ଏହାପରେ ଆକ୍ରମଣକୁ ଆହୁରି ତୀବ୍ରତାର କରିଥାଇ ପାରନ୍ତା । ମାତ୍ର ଭାରତ ପକ୍ଷରୁ ସମସ୍ତ ଡ୍ରୋନ୍‌କୁ ଆକାଶ ମାର୍ଗରେ ନଷ୍ଟ କରି ଦିଆଯାଇଥିଲା । ଏଥିରେ ପାକିସ୍ତାନର ଏକ ବଡ ଯୋଜନା ପଣ୍ଡ ହୋଇଯାଇଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories