www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀଲଙ୍କାକୁ ୧୫୦ ଟନ୍ ଅମ୍ଳଜାନ ପଠାଇଲା ଭାରତ

କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗକୁ ମୁକାବିଲା କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ପ୍ରାୟ ୧୫୦ ଟନ୍ ଅଧିକ ଅମ୍ଳଜାନ ପଠାଇଛି। କୋଭିଡ ମୃତ୍ୟୁ ସଂଖ୍ୟା ବୃଦ୍ଧି ଏବଂ ସ୍ୱାସ୍ଥ୍ୟସେବା ଉପରେ ବୃଦ୍ଧି ପାଉଥିବା ଚାପ ହ୍ରାସ କରିବା ଉଦ୍ଦେଶ୍ୟରେ ଶ୍ରୀଲଙ୍କାରେ ଶୁକ୍ରବାର ଦିନ ଦେଶବ୍ୟାପୀ ତାଲା ବନ୍ଦ କରାଯାଇଥିଲା। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଟ୍ୱିଟ କରି କହିଛନ୍ତି ଯେ ଭାଇଜାଗ ଓ ଚେନ୍ନାଇରୁ ଲାଇଫଲାଇନରେ ଆସିଥିବା ୧୫୦ ଟନ୍ ଅମ୍ଳଜାନ କଲମ୍ବୋ କୂଳରେ ପହଞ୍ଚିଛି।


ଗତ ମାସରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାଜପକ୍ଷଙ୍କ ବ୍ୟକ୍ତିଗତ ଅନୁରୋଧ ପରେ ଅମ୍ଳଜାନ ପଠାଯାଉଥିବା ସୁହାନା ମିଳିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories