www.samajalive.in
Saturday, December 6, 2025
19.1 C
Bhubaneswar

ରଣପୁରରୁ ଗୋଡିପଡା ମୁଖ୍ୟମନ୍ତ୍ରୀ ବସ୍ ସେବା ଉଦଘାଟିତ

ରଣପୁରଗଡ : ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ରଙ୍କ ଦ୍ଵାରା ଜୁଲାଇ ୯ ତାରିଖରେ ରଣପୁରରୁ ଗୋଡିପଡା ଭାୟା ବଉଳସାହି ମହାବିଦ୍ୟାଳୟ ମୂଖ୍ୟମନ୍ତ୍ରୀ ବସ୍ ସେବା ଉଦଘାଟିତ ହୋଇଯାଇଛି। ଅନେକ ଦିନ ହେଲା ଅଞ୍ଚଳବାସୀ  ସାଂସଦଙ୍କୁ ମୂଖ୍ୟମନ୍ତ୍ରୀ ବସ୍ ସେବା ପାଇଁ ଅନୁରୋଧ କରିଥିଲେ। ଏନେଇ ସାଂସଦ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସାଂସଦ ପାତ୍ରଙ୍କ ସହିତ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ରଂଜନ ମାର୍ଥା, ଆଇନଜୀବି ପ୍ରିୟବ୍ରତ ପ୍ରହରାଜ ଆଦି ପତାକା ଧରି ଶୁଭ ଉଦଘାଟନ କରିଥିଲେ । ସାଂସଦ ପାତ୍ର ବସ୍ ମହାବିଦ୍ୟାଳୟକୁ ଯାତାୟତ କରୁଥିବା ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories