www.samajalive.in
Wednesday, November 12, 2025
27.1 C
Bhubaneswar

ମହେନ୍ଦ୍ରଗିରିରେ ଫସି ରହିଥିବା ୨୪ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର

ଗଜପତି: ଲଘୁଚାପ ଯୋଗୁଁ ଗଜପତି ଜିଲ୍ଲାରେ ହୋଇଥିବା ବର୍ଷାରେ ଜିଲ୍ଲାର ୭ଟି ବ୍ଲକ ସମେତ ପାରଳାଖେମୁଣ୍ଡି ମଧ୍ୟ ପ୍ରଭାବିତ ହୋଇଛି। ତେବେ ଗୁରୁବାର ସନ୍ଧ୍ୟାରେ କିଛି ପର୍ଯ୍ୟଟକ ମହେନ୍ଦ୍ରଗିରି ବୁଲି ଆସି ଫସି ରହିଥିବା ଖବର ଆସିଥିଲା। ତେବେ ଫସି ରହିଥିବା ସମସ୍ତ ୨୪ ଜଣ ପର୍ଯ୍ୟଟକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଉଦ୍ଧାର ପର୍ଯ୍ୟଟକ ମାନେ ମହେନ୍ଦ୍ରଗିରିର ଇକୋ ରିସୋର୍ଟରେ ସୁରକ୍ଷିତ ରହିଛନ୍ତି। ସେପଟେ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ମହେନ୍ଦ୍ରଗିରି ଯିବାକୁ ମନା କରିଛି ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହେନ୍ଦ୍ରଗିରି ଯିବା ପର୍ଯ୍ୟଟକଙ୍କୁ ମନା କରାଯାଇଛି।

Hot this week

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

Related Articles

Popular Categories