www.samajalive.in
Friday, December 5, 2025
27.1 C
Bhubaneswar

ଅନୁଭବଙ୍କ କ୍ଷୋଭ-ହଲରୁ ବାହାର କରୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର, ହିନ୍ଦୀକୁ ପ୍ରାଥମିକତା

ଭୁବନେଶ୍ୱର: ସିନେମା ହଲ ମାନଙ୍କରେ ଓଡ଼ିଆ ଚଳଚ୍ଚିତ୍ରକୁ ସ୍ଲଟ ମିଳୁନଥିବା ନେଇ ଅନୁଭବ ମହାନ୍ତିଙ୍କ କ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଅନୁଭବ। ଦକ୍ଷିଣ ଭାରତୀୟ ସିନେମା ହିନ୍ଦୀରେ ଡବିଙ୍ଗ ହୋଇ ଓଡିଶାରେ ହଲ ମାନଙ୍କରେ ଅଧିକ ସ୍ଲଟ ମିଳୁଛି । ଓଡ଼ିଆ ଚଳଚ୍ଚିତ୍ରକୁ ହଲରୁ ହଟାଇଦେଉଥିବା ଅନୁଭବ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ହସ୍ତକ୍ଷେପ ପାଇଁ ଓଡ଼ିଆ ସୁପରଷ୍ଟାର ତଥା ଫିଲ୍ମ ଚାରିଧାମର ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି ଅପିଲ କରିଛନ୍ତି । ଦଶହରାରେ ଓଡ଼ିଆ ସିନେମା ଏହାର ସବୁଠାରୁ ଖରାପ ସମୟକୁ ମୁକାବିଲା କରୁଛି,ହାଉସଫୁଲ ଚାଲିଥିବା ଓଡ଼ିଆ ସିନେମାକୁ ହଟାଇଦିଆଯାଇ ଅନ୍ୟ ଭାଷାର ସିନେମା ହିନ୍ଦୀ ସିନେମାକୁ ପ୍ରାଥମିକତା ଦିଆଯାଉଛି ବୋଲି ଅନୁଭବ ଲେଖିଛନ୍ତି ।

- Advertisement -

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories