www.samajalive.in
Friday, December 5, 2025
26.1 C
Bhubaneswar

ମାରୱାଡି ଯୁବ ମଞ୍ଚ ବିକାଶ ଶାଖା ପକ୍ଷରୁ ଭବ୍ୟ କାଓଡ଼ଯାତ୍ରା ଅନୁଷ୍ଠିତ

କଣ୍ଟାବାଞ୍ଜି: ମାରୱାଡ଼ୀ ଯୁବ ମଞ୍ଚ ବିକାଶ ଶାଖା ତରଫରୁ ଏକ ଭବ୍ୟ କାଓଡ଼ଯାତ୍ରା ଆୟୋଜିତ ହୋଇଥିଲା। ଏହି ଯାତ୍ରା ସ୍ଥାନୀୟ ରାମ ମନ୍ଦିର ପରିସରରୁ ଆରମ୍ଭ ହୋଇ, ପୁଞ୍ଜିପଥର ମନ୍ଦିର (ପ୍ରାୟ ୮ କି.ମି. ଦୂର) ପର୍ଯ୍ୟନ୍ତ ହୋଇଥିଲା ଓ ଏଥିରେ ୧୮୫ କାଓଡ଼ଯାତ୍ରୀ ଭାଗ ନେଇଥିଲେ।

ଯାତ୍ରୀମାନେ ଖାଲି ପାଦରେ ଚାଲି ଶିବଙ୍କ ନର୍ମଦେଶ୍ୱର ଶିବଲିଙ୍ଗକୁ ଜଳ ଅର୍ପଣ କରି ପୂଜା ଅର୍ଚ୍ଚନା କରିଥିଲେ। ଯାତ୍ରା ସମୟରେ ଫଳ, ଆଇସକ୍ରିମ ଓ ଜୁସ ଭଳି ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ନେତୃତ୍ୱ ଦେଇଥିଲେ ଅଧ୍ୟକ୍ଷ ନିଖିଲ ଅଗ୍ରୱାଲ ଓ ସଚିବ ନବନୀତ ଅଗ୍ରୱାଲ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories