www.samajalive.in
Saturday, December 6, 2025
26.1 C
Bhubaneswar

ଭଗବାନ ଶ୍ରୀରାମଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସଵ

ଗୁରୁଡିଝାଟିଆ: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସଵ କଖଡି ମା କୋଟ ମଙ୍ଗଳାଙ୍କ ବିଜେସ୍ଥଳୀ ନିକଟରେ ଅନୁଷ୍ଠିତ ହେବା ପାଇଁ ଶାସ୍ତ୍ରୀୟ ବିଧି ମୁତାବକ ଯଜ୍ଞ ଅନୁଷ୍ଠିତ ହୋଇଛି। ମା’ ହିଙ୍ଗୁଳାଇ ଶ୍ରୀରାମଲୀଳା ପ୍ରଚାର ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ବିଗ୍ରହ ପ୍ରତିଷ୍ଠା ଉତ୍ସଵ ପାଇଁ ବ୍ରହ୍ମପୁର ସ୍ଥିତ ସିଦ୍ଧନାରାଯଣୀ ମହାନଦୀର ବାରୁଣୀ ଘାଟରୁ ଜଳପୂର୍ଣ୍ଣ କଳସ ଅଣାଯାଇ ଘାଟ ସ୍ଥାପନ କରାଯାଇଛି। ଗାଁ ସଭାପତି ଦିଲ୍ଲୀପ କୁମାର ଛତାର, ଶ୍ରୀରାମଲିଳା ପ୍ରଚାର ସମିତି ସଭାପତି ମାୟାଧର ଦଳାଇ,ସୁରେନ୍ଦ୍ର ମହାନ୍ତି,ଆଶୁତୋଷ ପରିଡ଼ା,ସଦାନନ୍ଦ ସାହୁ,କୁବେର ଚରଣ ସାହୁ,ବ୍ରଜରାଜ ଖଟୁଆ ସହ ଗାଁ ର ମୂରବୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories