www.samajalive.in
Monday, December 8, 2025
27.1 C
Bhubaneswar

ଲକ୍ଷ୍ମୀପୁର ପଞ୍ଚାୟତ ସମିତି ପୁରସ୍କୃତ, ରାଜ୍ୟରେ ତୃତୀୟ

ଲକ୍ଷ୍ମୀପୁର: ପଂଚାୟତିରାଜ ଦିବସ ଅବସରରେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଊନ୍ନୟନ କାର୍ଯ୍ୟ ସହିତ ବିଭିନ୍ନ ଯୋଜନା କାର୍ଯ୍ୟାନ୍ୱୟନରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଥମ, ଦ୍ଵିତୀୟ, ତୃତୀୟ ୩୧୪ଟି ପଞ୍ଚାୟତ ସମିତି ମଧ୍ୟରୁ ୩ଟି ପଞ୍ଚାୟତ ସମିତିକୁ ସମ୍ମାନୀତ କରାଯାଇଥାଏ। ଚଳିତ ବର୍ଷ କୋରାପୁଟ ଜିଲାର ଆଦିବାସୀ ଅଧ୍ୟୁଷିତ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ଅବସରରେ ଭୁବନେଶ୍ବର ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୃତୀୟ ସ୍ଥାନ ହାସଲ କରିଥିବା ଲକ୍ଷ୍ମୀପୁର ବ୍ଲକକୁ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନୀତ କରିଥିଲେ। ପୁରସ୍କାର ସ୍ବରୂପ ୨୦ ଲକ୍ଷ ଟଙ୍କାର ଚେକ୍, ମାନପତ୍ର ପ୍ରଦାନ କରାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories