www.samajalive.in
Monday, December 8, 2025
27.1 C
Bhubaneswar

ଯୁବ ବିଜେଡି ପକ୍ଷରୁ ସଂକଳ୍ପ ସମାବେଶ ଓ ମଶାଲ ଶୋଭାଯାତ୍ରା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଜୁ ଯୁବ ଜନତା ଦଳ ତରଫରୁ ବିଜେଡିର ପ୍ରତିଷ୍ଠା ଦିବସ ଅବସରେ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଶାନ୍ତନୁ ବିଭାର ଓ ନଗର ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ବିଶାଳ ବେହେରାଙ୍କ ନେତୃତ୍ୱରେ ମାନସ ଭବନ ଠାରୁ ଇନ୍ଦିରା ଛକ ପର୍ଯ୍ୟନ୍ତ ସମୃଦ୍ଧ ଓ ସ୍ୱାଭିମାନ ଓଡିଶା ଗଠନ ପାଇଁ ଏକ ସଂକଳ୍ପ ଓ ମଶାଲ ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ବିଜେଡି ନେତା ଅଜୟ ଦାସ ଯୋଗ ଦେଇ ସମୃଦ୍ଧ ଓ ସ୍ୱାଭିମାନ ଓଡିଶା ଗଠନ ପାଇଁ ମଶାଲ ଯାତ୍ରାରେ ସାମିଲ ହୋଇଥିବା ଯୁବକଙ୍କୁ ଶପଥ ପାଠ କରାଇବା ପରେ ସମସ୍ତେ ସଂକଳ୍ପ ନେଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories