ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ସହାୟକ ରୂପେ କାର୍ଯ୍ୟରତ ପ୍ରତିମାରଣି ଦାସ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ନିୟମିତ କରାଇଦେବା ନେଇ ତାଙ୍କ ସ୍ଵାମୀ ଶ୍ରିମନ୍ତ କୁମାର ନାଏକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଧରା ପଡ଼ିଥିବା ସୂଚନା ମିଳିଛି। ତଦନ୍ତ ଜାରି ରହିଥିବା ଜଣାପଡିଛି।
Popular Categories



