www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱବ୍ୟାଙ୍କକୁ ସୀତାରମଣଙ୍କ ଆହ୍ୱାନ – ବିକାଶର ପ୍ରଭାବ ଆହୁରି ଦୃଢ଼ ହେବା ଜରୁରୀ

ଡେସ୍କ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ଏବଂ ସ୍ଥାୟୀ ଶକ୍ତି କ୍ଷେତ୍ରରେ ଗ୍ଲୋବାଲ ସାଉଥର ପରିବର୍ତନଶୀଳ ଅନୁଭୂତିକୁ ଆକୃଷ୍ଟ କରି ଦ୍ୱିପାକ୍ଷିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାକୁ ବିଶ୍ୱ ବ୍ୟାଙ୍କକୁ ଆହ୍ୱାନ ଦେଇଛନ୍ତି। ୱାଶିଂଟନ ଡିସିସ୍ଥିତ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ‘ଭବିଷ୍ୟତ-ପ୍ରସ୍ତୁତ ବିଶ୍ୱ ବ୍ୟାଙ୍କ ଗ୍ରୁପ’ ଶୀର୍ଷକ ଆଲୋଚନାରେ ଶ୍ରୀମତୀ ସୀତାରମଣ କହିଛନ୍ତି, ବ୍ୟାପକ ଅଂଶଗ୍ରହଣକୁ ନିଶ୍ଚିତ କରିବା, ମଧ୍ୟମ ଆୟକାରୀ ଦେଶଗୁଡ଼ିକୁ ଅଧିକ ଋଣ ନେବାକୁ ପ୍ରୋତ୍ସାହିତ କରିବା ଏବଂ ବିକାଶର ପ୍ରଭାବକୁ ଆହୁରି ଦୃଢ଼ ହେବା ଆବଶ୍ୟକ।

ଅର୍ଥମନ୍ତ୍ରୀ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପୂର୍ଣ୍ଣାଙ୍ଗ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି ଯେ, ୨୦୨୪ରେ ବିଶ୍ୱ ଅର୍ଥନୀତି ଉଲ୍ଲେଖନୀୟ ସ୍ଥିରତା ପ୍ରଦର୍ଶନ କରିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories