www.samajalive.in
Thursday, December 11, 2025
16.1 C
Bhubaneswar

ସନ୍ଧ୍ୟା ୭ଟା – ମୁଖ୍ୟ ଖବର

୧. ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ ; କହିଲେ ଏହା ଏକ ଉତ୍ସାହଜନକ ଅନୁଭବ
୨. କେନ୍ଦ୍ର ମନା କରିବା ପରେ ଅଟକିଲା କେଜରିୱାଲଙ୍କ ‘ଘରେ ଘରେ ରେସନ୍‌’ ଯୋଜନା
୩. ଦେଶରେ ୨୩ କୋଟିରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଥିବା ସୂଚନା
୪. ବଲିଉଡର ବର୍ଷିଆନ ଅଭିନେତା ଦୀଲିପ କୁମାର ଅସୁସ୍ଥ, ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି
୫. ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନା ଆକ୍ରାନ୍ତ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି
୬. ରାଜ୍ୟର କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା, ସଂକ୍ରମଣ ହାର ଏବେ ୯%
୭. ରାଜ୍ୟରେ ଦିନକରେ ୭,୦୦୨ ପଜିଟିଭ୍ ଚିହ୍ନଟ: ୪୨ ମୃତ ଓ ୭,୩୫୮ ସୁସ୍ଥ
୮. ଦେଶରେ ଆଜି ୧,୧୪,୪୬୦ ନୂଆ ପଜିଟିଭ ଚିହ୍ନଟ, ୨,୬୭୭ମୃତ ଓ ୧,୮୯,୨୩୨ ସୁସ୍ଥ
୯. ଆସନ୍ତା ୧୦ତାରିଖରେ ଉତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା, ଏହାର ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତରେ ଆସିପାରେ ମୌସୁମୀ
୧୦. ଜୁନ ୧୦ରେ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories