www.samajalive.in
Wednesday, December 10, 2025
18.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

୧. ଦେଶରେ ଚିହ୍ନଟ ୪୮ଟି ଡେଲଟା ପ୍ଲସ ମାମଲା ମଧ୍ୟରୁ ଓଡ଼ିଶାରୁ ଗୋଟିଏ ରହିଥିବା ନେଇ କେନ୍ଦ୍ର ସରକାରଙ୍କ ସୂଚନା
୨. ରାଜ୍ୟର ପ୍ରଥମ ଡେଲଟା ପ୍ଲସ ରୋଗୀ ଦେଓଗଡ଼ର ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା
୩. ପ୍ରକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ, ପାସ ହାର ୯୭.୮୯ ପ୍ରତିଶତ
୪. ଚଳିତ ବର୍ଷ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ଉତ୍ତୀର୍ଣ୍ଣ
୫. ମ୍ୟାଟ୍ରିକ ଫେଲ ହୋଇଥିବା ପିଲାଙ୍କ ସଂଖ୍ୟା ୭ ହଜାର ୭୦୩
୬. ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୨ ଲକ୍ଷ ୮୦ ହଜାର ୩୫୨ ଜଣ ବାଳକ ଓ ୨ ଲକ୍ଷ ୮୧ ହଜାର ୬୫୮ ଜଣ ବାଳିକା
୭. ଚଳିତ ବର୍ଷ ଏ୧ ଶ୍ରେଣୀରେ ୨୬୫୬, ଏ୨ ଶ୍ରେଣୀରେ ୨୨୧୩୧, ବି୧ ଶ୍ରେଣୀରେ ୫୨୨୫୧, ବି୨ ଶ୍ରେଣୀରେ ୯୪୪୭୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି
୮. ଚଳିତ ଥର ମ୍ୟାଟ୍ରିକ ଏକ୍ସ-ରେଗୁଲାର ପାସ ହାର ୮୮.୩୩%
୯. ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ କରିଥିବା ଆକାଶ ପାଠକଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା
୧୦. କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ ଭୁବନେଶ୍ୱର ୟୁନିଟ-୧ ଭିତର ହାଟ ଜୁଲାଇ ୧ ପର୍ଯ୍ୟନ୍ତ ବନ୍ଦ

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories