www.samajalive.in
Saturday, December 6, 2025
26.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–କ୍ୟାମ୍ପେନ ମୋଡ଼ରେ ଟିକାକରଣ, କିଛି ସ୍ଥାନରେ ବିଭ୍ରାଟ। ଟିକା କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନ ଥିବାରୁ ପ୍ରତିବାଦ

–କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବାରୁ ବାଲେଶ୍ବର, ଜୟପୁର, ରାୟଗଡ଼ାରେ ବିଜେପିର ପ୍ରତିବାଦ

- Advertisement -

–ଟିକା କେନ୍ଦ୍ରରେ ନବୀନଙ୍କ ଫଟୋ ରହୁ ଆପତ୍ତି ନାହିଁ, କିନ୍ତୁ ମୋଦିଙ୍କ ମଧ୍ୟ ଫଟୋ ରହୁ-କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

–ଆସନ୍ତା ଡିସେମ୍ବର ସୁଦ୍ଧା ୨୫୭ କୋଟି ଡୋଜ ଟିକା ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ଟିକାକରଣ କରାଯିବ-ଜେ.ପି.ନଡ୍ଡା

–ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ନେଇ ପୁଣି ସୁପ୍ରିମକୋର୍ଟରେ ସତ୍ୟପାଠ। ଅଫଲାଇନରେ ପରୀକ୍ଷା ଦେଲେ ଉକ୍ତ ମାର୍କ ଚୂଡ଼ାନ୍ତ ହେବ

–ବିଭିନ୍ନ ଦେଶରେ କରୋନାର ତୃତୀୟ ଲହର ଆସିଛି। ଆମର ବି ଆସିପାରେ। ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମିବ-ଜନସ୍ବାସ୍ଥ୍ୟ ନିର୍ଦେଶକ

–ସୁରକ୍ଷାକର୍ମୀ- ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ; ୩ ଆତଙ୍କବାଦୀ ନିହତ

–ଦିଲ୍ଲୀର ଉଦୟୋଗ ବିହାର ସ୍ଥିତ ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ; ନିଆଁ ଲିଭାଇବା କାର୍ୟ୍ୟରେ ଦମକଳ କର୍ମଚାରୀ ନିୟୋଜିତ

–ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି

–ଦେଶରେ ଦୀର୍ଘ ୮୮ ଦିନ ପରେ କରୋନା ଦୈନିକ ସଂକ୍ରମଣ ସବୁଠାରୁ କମ ରେକର୍ଡ

–୨୪ ଘଣ୍ଟାରେ ଆଉ ୫୩ ହଜାର ୨୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୩୫,୨୨୧କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪୨୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮,୧୩୫

–ଦିନକରେ ଆଉ ୭୮,୧୯୦ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ୨,୮୮,୪୪,୧୯୯

–ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ କାଠ ଶ୍ରୀକ୍ଷେତ୍ର ଅଭିମୁଖେ ଦିଆଗଲା ମେଲାଣି

–ବ୍ରହ୍ମପୁର ସହରରେ ଏକ ମଦ ଦୋକାନର ୩ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି ; ବିଭିନ୍ନ କମ୍ପାନୀର ୧୩୫ ଲିଟର ବିଦେଶୀ ମଦ ଜବତ କରିଛି

–ଓଡ଼ିଶାରେ ୩୦୩୧ ନୂଆ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୭୩୮ ଓ ସ୍ଥାନୀୟ ସଂକ୍ରମିତ ୧୨୯୩

–ରାଜ୍ୟରେ ଦିନକରେ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

–ଆଜିଠାରୁ ଦେଶର ସମସ୍ତ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଟିକା

–ଜର୍ମାନୀ ରାଷ୍ଟ୍ରଦୂତଙ୍କ ଆଶଙ୍କା; ଆସିପାରେ କରୋନାର ଚତୁର୍ଥ ଲହର

–୩୫ କୋଟି ଛାତ୍ରଛାତ୍ରୀ ଗାଇବେ ଜାତୀୟ ସଂଗୀତ

–ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ୫ ବର୍ଷ କାଳ ଦୁଇ ଦୁଇଟି ସରକାରୀ ଚାକିରି କରି ଶେଷରେ ଧରା ପଡିଛନ୍ତି

–ଅନଲାଇନରେ ଝିଅ ପଢୁଛି ପାଠ; ମୁଣ୍ଡ ଉପରେ ଛତା ଧରିଛନ୍ତି ବାପା

–ଫୌସି ମାନିଲେ- କୋଭିଡ୧୯ ଲାବୋରେଟୋରୀରେ ପ୍ରସ୍ତୁତ କରାଯାଇଥାଇପାରେ

–ମନାକଲା କେନ୍ଦ୍ର, କ୍ଷମତା ବାହାରେ କରୋନା ମୃତକଙ୍କ ପରିବାରକୁ ୪ଲକ୍ଷ କ୍ଷତିପୂରଣ

–ମହାରାଷ୍ଟ୍ରରେ ଡେଲଟା ପ୍ଲସ୍‌, ଆଣିପାରେ ତୃତୀୟ ଲହର

–ଜରୁରୀ ନୁହେଁ ଆଗୁଆ ପଞ୍ଜୀକରଣ, ଦିନକୁ ଦିଆଯିବ ୫୦ଲକ୍ଷ ଟିକା

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories