www.samajalive.in
Sunday, December 7, 2025
15.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

୧. ଆସନ୍ତାକାଲିଠାରୁ ଜୁଲାଇ ୧ ସକାଳ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍‌ ଲାଗୁ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ‘ଏ’ କାଟାଗୋରୀ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ ‘ବି’ କାଟାଗୋରୀରେ ରଖାଯାଇଛି
୨. ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସମସ୍ତ ଦୋକାନ ସକାଳ ୬ରୁ ସଂଧ୍ୟା ୫ଟା ଏବଂ ଉପକୂଳ ଓ ଉତ୍ତର ଓଡ଼ିଶାରେ ସକାଳ ୬ରୁ ଦିନ ଗୋଟାଏ ଯାଏଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି
୩. ଆଜିଠାରୁ ସୁନା ଅଳଙ୍କାର ପାଇଁ ବାଧ୍ୟତାମୂଳକ ହେଲା ହଲମାର୍କିଂ, ଦେଶର ୨୫୬ ଜିଲ୍ଲାରେ ନିୟମ ଲାଗୁ
୪. ପ୍ରେମ ପାଇଁ ବଲାଙ୍ଗିରର ଯୁବକ ବିକ୍ରମ ପଣ୍ଡା ବନ୍ଧୁକ ମୁନରେ ଯୁବତୀଙ୍କ ସମ୍ପର୍କୀୟଙ୍କୁ ୫ ଘଣ୍ଟା ପଣବନ୍ଦୀ ରଖିବା ପରେ ପୁଲିସ ଦ୍ୱାରା ଉଦ୍ଧାର
୫. ଚାଲିଛି ଶୀତଳଷଷ୍ଠୀ ଯାତ୍ରା, କରୋନା କଟକଣା ମଧ୍ୟରେ ସରିଲା ଦେବ ଦମ୍ପତିଙ୍କର ବିବାହ
୬. ଜୁଲାଇ ୨୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ, ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା
୭. ଫୁଲବାଣୀ କୋଭିଡ ହସ୍ପିଟାଲରେ ଶିଶୁକନ୍ୟା ଜନ୍ମ ଦେଲେ କୋଭିଡ ଆକ୍ରାନ୍ତ ମହିଳା – ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍, ମହିଳାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା
୮. ଆସନ୍ତା ୧୮ ତାରିଖ ସକାଳ ୧୧ଟାରେ କୋଭିଡ୍ ମୁକାବିଲାରେ ନିୟୋଜିତ ସମ୍ମୁଖ କର୍ମୀଙ୍କ ଲାଗି କ୍ରାସ୍ କୋର୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
୯. +୨ ପରୀକ୍ଷା ବାତିଲ ପରେ ଫଳ ପ୍ରକାଶ ଉପାୟ ନେଇ ଆଜି +୨ ବୈଷୟିକ କମିଟିର ତୃତୀୟ ବୈଠକରେ ବାହାରିଲାନି ନିଷ୍କର୍ସ
୧୦. ଶ୍ରୀମନ୍ଦିର କଳାହାଟ, ଜୟବିଜୟ ଓ ବେହରଣ ଦ୍ୱାରରେ ରୁପା ଛାଉଣୀ ନେଇ ପ୍ରସ୍ତୁତି ଶେଷ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories