www.samajalive.in
Wednesday, December 10, 2025
26.1 C
Bhubaneswar

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ଦ୍ଵିତୀୟ ସ୍ଥାନରେ ଦାଦନଗଡ଼ର ପୁଅ

କଣ୍ଟାବାଞ୍ଜି: ଦାଦନ ଗଡ଼ ଅଞ୍ଚଳର ପୁଅ ଅନ୍ତଃରାଷ୍ଟ୍ରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଦ୍ୱତୀୟ ସ୍ଥାନ ଅଧିକାରୀ କରି ଦୁଇଟି ସିଲଭର ମେଡାଲ ଓ ଗୋଟିଏ ବ୍ରୋଞ୍ଜ ମେଡାଲ ପଦକ ହାସଲ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ସଦର ଗାଁର ପରମେଶ୍ବର ପଣ୍ଡାଙ୍କ ପୁଅ ହେଉଛନ୍ତି ପ୍ରଭାତ କୁମାର ପଣ୍ଡା। ଚେନ୍ନାଇରେ କନଭେନସନ ସେଣ୍ଟରରେ ଗତ ଅଗଷ୍ଟ ୨୬ ତାରିଖରେ ଅନ୍ତଃରାଷ୍ଟ୍ରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ହୋଇଥିଲା। ଏଥିରେ ମୋଟ ୭ଟି ଦେଶରୁ ୪୦୦-୫୦୦ ଶହ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ। ସେଥିରେ ଦ୍ଵତୀୟ ସ୍ଥାନ ହାସଲ କରିପାରିଥିଲେ ପ୍ରଭାତ। ତାଙ୍କୁ ମିଳିଛି ଦୁଇଟି ସିଲଭର ମେଡାଲ ଓ ଗୋଟିଏ ବ୍ରୋଞ୍ଜ ମେଡାଲ ମୋଟ ୩ଟି ମେଡାଲ ହାସଲ କରିପାରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories