www.samajalive.in
Tuesday, December 9, 2025
17.1 C
Bhubaneswar

ହୋମିଓପାଥି ଛାତ୍ରଛାତ୍ରୀ ମାନଙ୍କର କଳା ବ୍ୟାଚ ପରିଧାନ କରି ପ୍ରତିବାଦ

ସମ୍ବଲପୁର: ସମ୍ବଲପୁରର ମାଝିପାଲି ଠାରେ ଥିବା ସରକାରୀ ହୋମିଓପାଥି ମହାବିଦ୍ୟାଳୟ ଓ ଡାକ୍ତରଖାନାର ଛାତ୍ରଛାତ୍ରୀ ମାନେ କଳା ବ୍ୟାଚ ପରିଧାନ କରି ଶୁକ୍ରବାର ପ୍ରତିବାଦ କରିଛନ୍ତି। ଗତ ୧୮ ତାରିଖରେ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ନୂତନ କରି ୫୦୦ଟି ହୋମିଓପାଥି ମେଡିକାଲ ଅଧିକାରୀ ଓ ୫୦୦ଟି ଡାକ୍ତରୀ ପଦବୀ ସୃଷ୍ଟି କରିବା ଦାବି ଉପରେ ସରକାର କୌଣସି ପଦକ୍ଷେପ ନ ନେବାରୁ ସେମାନେ ଆଜିଠାରୁ ୭ ଦିନ ବ୍ୟାପି କଳା ବ୍ୟାଚ ପରିଧାନ କରି ପ୍ରତିବାଦ ଆଜି ଆରମ୍ଭ କରିଛନ୍ତି। ଦାବିପୂରଣ ନ ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରୀ ବ୍ୟାପକ ହେବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories