ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ମାଛଗଡ – ଖଡିକାପଦା ରାସ୍ତାର ହରିଡାଗୋଠ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନିକଟରେ ବର୍ଷାରେ ରାସ୍ତା ଉପରେ ଏକ ବଡ କୁସୁମ ଗଛ ଉପୁଡି ପଡିଛି। ଏହି ଗଛଟି ୧୦ ରୁ ୧୧ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ମଧ୍ୟ ସଂଧ୍ୟା ଯାଏଁ ଗଛଟି କଟାଯାଇନଥିଲା। ଯାହା ଫଳରେ ସାଧାରଣ ଲୋକେ ଓ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।
Popular Categories



