www.samajalive.in
Thursday, December 11, 2025
23.1 C
Bhubaneswar

ମିଶନ ଶକ୍ତି ଗୃହରେ ତାଲା ଉପରେ ତାଲା, ସଭାନେତ୍ରୀଙ୍କ ଅନୁପସ୍ଥିତିରେ ସରପଞ୍ଚଙ୍କ ସ୍ୱାମୀ କଲେ ସଭା

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନରେ ଥିବା ନାରାୟଣପୁର ଠାରେ ଥିବା ଅଞ୍ଚାୟତ ସ୍ତରୀୟ ମିଶନ ଶକ୍ତି କୋଠାରେ ଆଜି ତାଲା ଉପରେ ତାଲା ପଡ଼ିଥିବା ସହ ସରପଞ୍ଚଙ୍କ ସ୍ବାମୀ ଓ ଜଣେ ଓ୍ବାର୍ଡ ସଭ୍ୟ ଜୋର ଜବରଦସ୍ତ ତାଲା ଭାଙ୍ଗି କୋଠା ପରିସରକୁ ପ୍ରବେଶ ସହ ସଭାନେତ୍ରୀଙ୍କ ଅନୁପସ୍ଥିତିରେ ସଭା କରିଥିବା ଜଣାପଡିଛି। ନାରାୟଣପୁର ପଞ୍ଚାୟତରେ ପ୍ରାୟ ୪ ବର୍ଷ ଧରି ମିଶନ ଶକ୍ତି, ମହିଳା ସଂଘ ଏବଂ ବ୍ଲକର ମିଶନ ଶକ୍ତି ବିଭାଗ ମଧ୍ୟରେ ସଠିକ ତାଳମେଳ ରହୁନଥିବାରୁ ବାଦବିବାଦ ଚାଲିଥିବା ବେଳେ କୋଠାରେ ୨ଟି ତାଲା ପଡ଼ିବା ଓ ତାଲା ଭାଙ୍ଗିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories