ମାଲକାନଗିରି : ସୁକମା ଜିଲାର ଦୋରନାପାଲ ଥାନା ଅଞ୍ଚଳରେ ମାଓବାଦୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ମାଓବାଦୀମାନେ ପିଏମଜିଏସୱାଇର ଠିକାଦାରଙ୍କୁ ହତ୍ୟା କରିଛନ୍ତି। ଠିକାଦାରଙ୍କ ନାମ ହରିଶଙ୍କର ସାହୁ। ଏଥିସହିତ ରାସ୍ତା କାମରେ ନିୟୋଜିତ ଥିବା ୭ଟି ଗାଡ଼ିକୁ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।
Popular Categories



