www.samajalive.in
Monday, December 8, 2025
24.1 C
Bhubaneswar

ହାତୀ ମୃତ୍ୟୁର ତଦନ୍ତ ନିର୍ଦେଶ ଦେଲେ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ

ନରସିଂହପୁର: ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ(ପିସିସିଏଫ) ନରସିଂହପୁର ବାଲିଝରିରେ ହାତୀର ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ପିସିସିଏଫ କହିଛନ୍ତି ଯେ ତଦନ୍ତ ପାଇଁ ଡିଏଫ୍‌ଓ ଏବଂ ରେଞ୍ଜରଙ୍କୁ ପଠାଯାଇଛି। ସବୁଦିଗକୁ ତଦନ୍ତ ପରିସରଭୁକ୍ତ କରାଯିବ। କେବେ ହାତୀର ମୃତ୍ୟୁ ହୋଇଥିଲା ଏବଂ ଏଥିରେ ବନ ବିଭାଗର ଭୂମିକା କ’ଣ ରହିଥିଲା ତାହା ତଦନ୍ତ ହେବ। ଆବଶ୍ୟକ ହେଲେ ଡିଏନଏ ଟେଷ୍ଟ ପାଇଁ ନମୂନା ପଠାଯିବ ବୋଲି ପିସିସିଏଫ୍ ପ୍ରକାଶ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories