ରାୟଗଡା: ଦାଦାକୁ ଦୁଇ ପୁତୁରା ହତ୍ୟା କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ରାୟଗଡା ଜିଲା କୁଲେରିପେଟା ଗ୍ରାମରେ ଘଟିଛି। ଜଣେ ବ୍ୟକ୍ତିଙ୍କୁ ଦୁଇ ପୁତୁରା କାଠ ଫାଳିଆରେ ପିଟି ହତ୍ୟା କରି ଦେଇଛନ୍ତି। ଦାଦାକୁ ହତ୍ୟା ପରେ ଦୁଇ ପୁତୁରା ଥାନାରେ ଆତ୍ମସର୍ମପଣ କରିଥିବା ଜଣାପଡିଛି। ପାରିବାରିକ କଳହରୁ ଦାଦାକୁ ଦୁଇ ପୁତୁରା ହତ୍ୟା କରିଥିବା ସୂଚନା ମିଳିଛି।
Popular Categories



