www.samajalive.in
Tuesday, December 9, 2025
16.1 C
Bhubaneswar

ସକାଳର ମନ୍ତ୍ର ; ଜାଣିଛନ୍ତି କି ସକାଳୁ ଉଠିବା ମାତ୍ରେ କ’ଣ କରିବା ଉଚିତ

ସକାଳୁ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସଫା ରହିଥାଏ।
ଏହାପରେ ସକାଳ ସମୟରେ ଗୋଟିଏ କିମ୍ବା ଦୁଇଟି ଖଜୁରୀ ଖାଆନ୍ତୁ। ଏହା ପାଚନ ତନ୍ତ୍ର ଓ ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ।
ଜଳଖିଆରେ ଫଳ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ସିଝା ଅଣ୍ଡା ମଧ୍ୟ ଖାଇପାରିବେ।
ସକାଳେ କିଛି ସମୟ ପାଇଁ ଘରର ବାହାରକୁ ଯାଆନ୍ତୁ। ଏହା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ସୂର୍ଯ୍ୟକିରଣରେ  ଥିବା ଭିଟାମିନ- ଡ଼ି ସିଧାସଳଖ ମିଳିଥାଏ। 
ଏହାସହ ନିଜ ପସନ୍ଦ ଅନୁଯାୟୀ କିଛି ସମୟ ଚାଲିବା, ଦୌଡ଼ିବା କିମ୍ବା ସାଇକେଲିଂ କରନ୍ତୁ।
ତ୍ୱଚା ପାଇଁ ଏହି ଟିପ୍ସ –
ଫେସ୍‍ କ୍ଲିଜରରେ ମୁହଁ ଧୁଅନ୍ତୁ।
ସ୍କିନ୍‍ ଟୋନରର ବ୍ୟବହାର ନିଶ୍ଚୟ କରନ୍ତୁ। ଏହା ତ୍ୱଚା ପାଇଁ ଲାଭଦାୟକ।
ସନ୍‍ କ୍ରିମ ଲଗାଇ ଘରୁ ବାହାରକୁ ଯାଆନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories