www.samajalive.in
Friday, December 5, 2025
27.1 C
Bhubaneswar

ରାତି ୧୨ ଟା ମୁଖ୍ୟ ଖବର..

* ରାଜ୍ୟରେ ୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମିଶି ହେବ ଗୋଟିଏ ବୋର୍ଡ ।

* IPS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ପୀନାକ ମିଶ୍ର ପୂର୍ବାଞ୍ଚଳ ଡିଆଇଜି ନିଯୁକ୍ତ ।

- Advertisement -

* ପୁରୀ ବାଶେଳିସାହିରେ କରଜ ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ସାଙ୍ଗକୁ ଛୁରୀ ଭୁଷି ହତ୍ୟା କଲା ସାଙ୍ଗ, ବଳିଆପଣ୍ଡା ଥାନା ପୋଲିସର ଛାନବିନ୍ ।

* ଏବେବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ, ୨୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୭ ଜିଲ୍ଲାରେ ସ୍ଥିତି ଉତ୍କଟ ।

* ପୁଣି ସ୍ପେସାଲ OTET ସ୍ଥଗିତ, ଅନିବାର୍ଯ୍ୟ କାରଣ ପାଇଁ ସ୍ଥଗିତ ହୋଇଥିବା କହିଲା ବୋର୍ଡ, ଖୁବଶୀଘ୍ର OTET ହେବା ନେଇ ସୂଚନା ।

* ଶ୍ରେୟଶ ଆୟରଙ୍କୁ ପୁଣି ଝଟକା, ଏସିଆ କପ୍ ରୁ ବାଦ ପଡ଼ିବା ପରେ ମୁମ୍ବାଇ ଅଧିନାୟକ ପଦରୁ ମଧ୍ୟ ବାଦ୍ ପଡ଼ିଲେ ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories