କଣ୍ଟାମାଳ : କଣ୍ଟାମାଳ ବ୍ଳକ କୁଲତାଯୋର ଗ୍ରାମ ପଞ୍ଚାୟତରେ ବିଧାୟକ ମହୀଧର ରଣାଙ୍କ ଦ୍ୱାରା ଆଜି ତୁଣ୍ଡି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ କ୍ରୟ ହୋଇଥିବା ତୁଣ୍ଡିକୁ ଆଜି ବିଧାୟକ ମହୀଧର ରଣା, ସ୍ଥାନୀୟ ସରପଞ୍ଚ ପଦ୍ମାବତୀ ରଣା, କଣ୍ଟମାଳ ବିଡିଓ ବନ୍ଦନା ଖଟୁଆ, ବିଜୁ ଜନତା ଦଳର ସାଧାରଣ ସଂପାଦକ ପ୍ରଶାନ୍ତକୁମାର ରଣା, ସମାଜସେବୀ ପ୍ରେମରାଜ ରଣାଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇ ଥିଲା।
Popular Categories



