ଦାମ୍ପତ୍ୟ ଜୀବନରେ ମଧୁରତା ଓ ସୁଖସମୃଦ୍ଧି ବୃଦ୍ଧି ପାଇଁ କେତେକ ସରଳ ଉପାୟ ରହିଛି। ଯାହା ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।
ଦାମ୍ପତ୍ୟ ଜୀବନ ହସଖୁସିରେ ଭରିଯାଏ। ଜାଣନ୍ତୁ……
ପତ୍ନୀ ନିଜ ହାତରେ ହଳଦିଆ ଚୁଡି ପିନ୍ଧିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସର୍ବଦା ପ୍ରେମ ବୃଦ୍ଧି ହୋଇଥାଏ।
ପତି-ପତ୍ନୀ ନିଜ ଭୋଜନର କିଛି ଅଂଶ ବାହାର କରି ନିୟମିତ ଚଢେଇଙ୍କୁ ଦେବା ଦ୍ୱାରା ସମ୍ପର୍କ ସୁଦୃଢ ହୋଇଥାଏ।
ଶୋଇବା କକ୍ଷରେ ତକିଆ ତଳେ କର୍ପୂର ରଖନ୍ତୁ।
ଦାମ୍ପତ୍ୟ ଜୀବନରେ ସର୍ବଦା ମଧୁରତା ବଜାୟ ରଖିବା ପାଇଁ ଅସହାୟଙ୍କୁ ଚାନ୍ଦି, ଚାଉଳ, ମିଶ୍ରି, ବସ୍ତ୍ର, ଦହି, ଧଳା ଚନ୍ଦନ ଦାନ କରନ୍ତୁ।
ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷରେ ରାଧା-କୃଷ୍ଣଙ୍କ ଫଟୋ ଲଗାନ୍ତୁ।
ବିବାହିତ ମହିଳା ପ୍ରତିଦିନ ମା’ଦୁର୍ଗାଙ୍କ ନିକଟରେ ପ୍ରଣାମ ଓ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।
ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ……
Popular Categories



