www.samajalive.in
Monday, December 8, 2025
24.1 C
Bhubaneswar

ପୁଲିସ – ମାଓବାଦୀ ଗୁଳିବିନିମୟ ; ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି : ଗୋଟିଏ ପଟେ କରୋନାକୁ ହରାଇବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଯୁଦ୍ଧ ଚାଲୁଥିବା ବେଳେ ଅନ୍ୟପଟେ ଏସ. ଓ. ଜି ଓ ଡ଼ି. ବି. ଏଫ ପକ୍ଷରୁ ମାଲକାନଗିରିରେ ମାଓବାଦୀ ଦମନ ଜୋରଦାର କରାଯାଇଛିl ମାଓବାଦୀ ମାନେ ମାଥିଲି ବ୍ଲକର ଦୁଲଦୁଲି ଜଙ୍ଗଲରେ ଏକ ମେଳି କରିଥିବା ଖବର ପାଇ ପୁଲିସ କୁମ୍ବିଂ ଅପରେସନ ଆରମ୍ବ କରିଥିଲେ। ହେଲେ ପୁଲିସ ପହଞ୍ଚିବା ପୂର୍ବରୁ ମାଓବାଦୀ ମାନେ ଜାଣି ପାରି ପୁଲିସ ଉପରକୁ ଗୁଳିକରିଥିଲେ। ଏହାର ପାଲଟା ଜାବାବରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା । କିଛି ସମୟ ଗୁଳିବନିମୟ ହେବାପରେ ମାଓବାଦୀମାନେ ଶିବିର ଛାଡି ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ବିସ୍ଫୋରକ ଅଫୁଟା ବୋମା ଓ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏହି ଅଞ୍ଚଳରେ ଏବେ ମଧ୍ୟ ଯବାନ ମାନେ କୁମ୍ବିଂ ଓପରସେନ କରୁଥିବା ମାଲକାନଗିରି ଏସପି ହୃଷିକେଶ. ଡ଼ି. ଖିଲାରୀ ସୂଚନା ଦେଇଛନ୍ତି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories